Browsing Tag

money crisis

ଜାତିସଂଘରେ ଘୋର ଆର୍ଥିକ ସଙ୍କଟ, ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ ନଥିଲେ ଜିନିଷ ନ କିଣିବାକୁ ନିର୍ଦ୍ଦେଶ

ନ୍ୟୁୟର୍କ: ଜାତିସଂଘ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆମେରିକା ସମେତ ଅଧିକାଂଶ ସଦସ୍ୟ ରାଷ୍ଟ୍ର ସେମାନଙ୍କ ବାର୍ଷିକ ଯୋଗଦାନ ରାଶି ଏଯାଏଁ ପ୍ରଦାନ କରି ନଥିବାରୁ ଏପ୍ରକାର ସ୍ଥିତି ସୃଷ୍ଟି ସୃଷ୍ଟି ହୋଇଛି। ଏଥିଯୋଗୁଁ ଜାତିସଂଘର ନ୍ୟୁୟର୍କସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନୂଆ…