Below header
Browsing Tag

Motor vehicle law

ନୋ ହେଲମେଟ ନୋ ଡିଏଲ, ଏଥର ଆଇନ ଉଲଂଘନ କରି ଗାଡି ଚଳାଇଲେ ଲାଇସେନ୍ସ ରଦ୍ଦ

କେନ୍ୟୁଜ୍ (ବ୍ୟୁରୋ) : ନୋ ହେଲମେଟ ନୋ ଡିଏଲ । ଆଇନ ଉଲଂଘନ କରି ହେଲମେଟ ନପିନ୍ଧି ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ ହେବ । ଆଇନ ଯେପରି ଠିକ ଭାବେ କାର୍ଯ୍ୟକାରୀ ହେବ ତାହାର ତଦାରଖ କରିବା ଦିଗରେ ପଦକ୍ଷେପ ନେବାକୁ ପରିବହନ କମିଶନଙ୍କୁ ବିଭାଗୀୟ ପ୍ରମୁଖ ସଚିବ ମଧୁସୂଧନ ପାଢୀ…