Browsing Tag

mushroom original

ଅସଲି ଛତୁକୁ କିପରି କରିବେ ଚିହ୍ନଟ ?

ଛତୁକୁ ଶାକାହାରୀର ‘ଚିକେନ’ କହିବା ଭୁଲ ହେବ ନାହିଁ। ଏହାର ସ୍ବାଦ ଏକଦମ୍ ଭିନ୍ନ ଅଟେ। ଅବଶ୍ୟ ଛତୁକୁ ସାଲାଡ୍, ଆଚାର ଏବଂ ଆହୁରି ଅନେକ ଉପାୟରେ ଖିଆଯାଇଥାଏ। ଏହା ପୌଷ୍ଟିକ ତତ୍ତ୍ବରେ ଭରପୂର ହୋଇଥାଏ। କିନ୍ତୁ ଆପଣଙ୍କୁ ଠିକ ଛତୁକୁ ଚିହ୍ନବା ବହୁତ ଆବଶ୍ୟକ ହୋଇଥାଏ। ନଚେତ ଏହି ସ୍ବାସ୍ଥ୍ୟକର…