Below header
Browsing Tag

mustard seed

ତ୍ୱଚାରୁ ଭାଙ୍ଗ ଏବଂ କଳାଦାଗ ହେବ ଦୂର, ଏମିତି କରନ୍ତୁ ସୋରିଷର ବ୍ୟବହାର

ସୋରିଷର ବ୍ୟବହାର ଆପଣ କେବଳ ଖାଦ୍ୟ ପ୍ରସ୍ତୁତିରେ କରୁଥିବେ। ଏହା କେବଳ ଭୋଜନର ସ୍ୱାଦ ବଢାଇନଥାଏ, କିନ୍ତୁ ତ୍ୱଚାର ଦେଖାଶୁଣା ମଧ୍ୟ କରିଥାଏ। ସ୍କିନର ସୁପରଫୁଡ ଭାବେ କାମ କରିଥାଏ ସୋରିଷ। ସୋରିଷର ପ୍ରୟୋଗ ବ୍ୟୁଟି ପ୍ରଡକ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଏ। ସୋରିଷରେ ଥିବା ଭିଟାମିନ ଏବଂ…

ଅନେକ ସମସ୍ୟାକୁ ଚୁଟକିରେ ଦୂର କରିବ ସୋରିଷ , ବାସ୍ ଏପରି କରନ୍ତୁ ବ୍ୟବହାର

ସୋରିଷ ତେଲର ବ୍ୟବହାର ପ୍ରାୟତଃ ସମସ୍ତ ଘରେ ହୋଇଥାଏ। ଏପରିକି ସୁଧ୍ୟ ସୋରିଷ ତେଲ ଖାଇବା ଶରୀର ପାଇଁ ବହୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଖାଲି ଯେ ଏହାର ତେଲ ତାହା ନୁହଁ ଏହାର ମଞ୍ଜି ମଧ୍ୟ ବହୁ ଲାଭକାରୀ ହୋଇଥାଏ। ସୋରିଷ ମଞ୍ଜିରେ କେରୋଟିନ୍ , ଲୁଟ୍ରିନ୍ , ଭିଟାମିନ୍ ଏ, ସି ଆଦି…