Browsing Tag

Muzaffarnagar district

ସ୍ୱାମୀଙ୍କୁ ହରାଇଦେଲେ ସିନା କର୍ତ୍ତବ୍ୟ ଭୁଲିଲେନି, କହିଲେ ମୋ ଦୁଃଖ ଯୋଗୁଁ ଅନ୍ୟ କେହି ଅବହେଳା ନ ହେଉ

କରୋନା ଯୋଦ୍ଧା। ଏମାନଙ୍କ ପାଇଁ ଆଜି ସମଗ୍ର ଭାରତବାସୀ ଗର୍ବିତ। ଏମାନେ ନିଜ ଜୀବନକୁ ଖାତିର ନକରି ଏଭଳି ବିପଦ ସମୟରେ ଲୋକଙ୍କ ସେବାରେ ଲାଗିପଡିଛନ୍ତି ତାହା ଆପଣ ହୁଏତ ନିଶ୍ଚିତ ଜାଣିଥିବେ। ନିଜର ଦୁଃଖ କଷ୍ଟ, ପିଲାଛୁଆ, ପରିବାର କଥା ଭୁଲି ଏମାନେ ଏହି ବିପଦ ସମୟରେ ଯୋଦ୍ଧା ହୋଇ ଠିଆ…