Below header
Browsing Tag

naveen patnaik visit to baragarh

ଫୋକସରେ ପଶ୍ଚିମ ଓଡ଼ିଶା: ସମ୍ବଲପୁର ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼(କେନ୍ୟୁଜ୍‌) :  ଫୋକସରେ ପଶ୍ଚିମ ଓଡ଼ିଶା । ସମ୍ବଲପୁର ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ୧୧ଟା ୫୦ ମିନିଟ୍ ରେ ବିଜେପୁର ବ୍ଲକ କନାପାଲି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ…

ଆଜି ବରଗଡ଼ରେ ଚାଷୀ ମହାସମାବେଶ , କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ…

ବରଗଡ଼(କେନ୍ୟୁଜ୍) : ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋହେଲା ବ୍ଲକର ଇଚ୍ଛାପାଲିରେ ଆୟୋଜିତ ଚାଷୀ ମହାସମାବେଶରେ ଯୋଗ ଦେବେ । ସମାବେଶରେ କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନାରେ…