Below header
Browsing Tag

odia festival raja

ଆଜି ରଜ ସଜବାଜ, ଚଳିତ ବର୍ଷ କରୋନା ପାଇଁ ଫିକା ପଡିବ ଦୋଳି ଖେଳର ମଜା

ଭୁବନେଶ୍ବର: ଆଜି ସଜବାଜ। ଆସନ୍ତାକାଲି ପହିଲି ରଜ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍‌ ଯୋଗୁ ଫିକାପଡିଛି ରଜ । ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ତେବେ କେନ୍ଦୁଝର ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ୍‌ ୧୬ ଯାଏଁ କଡା କଟକଣା ଜାରି କରାଯାଇଛି ।…

ଆଜି ରଜ ସଂକ୍ରାନ୍ତି, ଘରକୁ ଘର ବୁଲିବା ସହ ଦୋଳିର ମଜା ନେଉଛନ୍ତି ସମସ୍ତେ

କେନ୍ୟୁଜ୍ : ଆଜି ରଜ ସଂକ୍ରାନ୍ତି। ଉତ୍ସବମୁଖର ପୁରପଲ୍ଲୀ। ସବୁଠି ରଜ ମଉଜ। ଘରେ ଘରେ ପିଠାପଣା, ମିଠା ଓ ନାନାଦି ବ୍ୟଞ୍ଜନ ମହକ। ନୂଆ ପୋଷାକ ସହ ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହୋଇଛନ୍ତି ଝିଅବୋହୂ। ଘରକୁ ଘର ବୁଲିବା ସହ ଦୋଳିର ମଜା ନେଉଛନ୍ତି ସମସ୍ତେ। ଜମୁଛି ପୁଚି, କବାଡ଼ି, ତାସ…