ଟ୍ରାକ୍ଟରରେ ହଳ କଲେ ଧୋନି, ଫ୍ୟାନ୍ସ କହିଲେ ଦେଶୀ ଟୋକା କଲା କମାଲ୍
ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର କୁଲ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ଦୀର୍ଘ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଧୋନି । ଯାହା ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଭିଡିଓରେ ଧୋନି ଟ୍ରାକ୍ଟରରେ ଖେତରେ ହଳ କରୁଥିବାର…