Below header
Browsing Tag

pakistan airspace

ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ବାୟୁସେନା ଏୟାରବେସ ଭିତରେ ପଶି ଆକ୍ରମଣ । ପଞ୍ଜାବ ପ୍ରଦେଶର ମିଆଁୱାଲି ସ୍ଥିତ ବାୟୁସେନା ଏୟାରବେସରେ ଆତଙ୍କ ଖେଳାଇଛନ୍ତି ଆତ୍ମଘାତୀ ଆତଙ୍କବାଦୀ । ଜୋରଦାର ଫାୟାରିଂ କରିଛନ୍ତି । ଏହାର ପାଲଟା କାର୍ଯ୍ୟାନୁଷ୍ଠାନ କରିଛି…

ପାକିସ୍ତାନ ବାୟୁସୀମାରେ ଉଡ଼ିବନି ଆମେରିକୀୟ ବିମାନ, ସମସ୍ତ ବିମାନ କଂପାନୀକୁ ନିର୍ଦ୍ଦେଶାବଳୀ ଜାରି କଲା ଆମେରିକା

ଆମେରିକା: ପାକିସ୍ତାନ ବାୟୁସୀମାରେ ଉଡ଼ିବନି ଆମେରିକୀୟ ବିମାନ। ଏନେଇ ଆମେରିକା ନିଜର ସମସ୍ତ ବିମାନ କଂପାନୀମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛି। ପାକିସ୍ତାନ ବାୟୁସୀମା ଉପର ଦେଇ ଯାଉଥିବା ବିମାନ ଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।…