Below header

ପାକିସ୍ତାନ ବାୟୁସୀମାରେ ଉଡ଼ିବନି ଆମେରିକୀୟ ବିମାନ, ସମସ୍ତ ବିମାନ କଂପାନୀକୁ ନିର୍ଦ୍ଦେଶାବଳୀ ଜାରି କଲା ଆମେରିକା

ଆମେରିକା: ପାକିସ୍ତାନ ବାୟୁସୀମାରେ ଉଡ଼ିବନି ଆମେରିକୀୟ ବିମାନ। ଏନେଇ ଆମେରିକା ନିଜର ସମସ୍ତ ବିମାନ କଂପାନୀମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛି। ପାକିସ୍ତାନ ବାୟୁସୀମା ଉପର ଦେଇ ଯାଉଥିବା ବିମାନ ଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆତଙ୍କବାଦୀ ସଂଗଠନ ଏବଂ ମୌଳବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଆମେରିକାର ବିମାନ ପ୍ରତିବିପଦ ରହିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.