Below header
Browsing Tag

parda biryani

ବିରିୟାନୀ ତ ବହୁତ ଖାଇଥିବେ କିନ୍ତୁ କଣ କେବେ ଖାଇଛନ୍ତି କି ପରଦା ବିରିୟାନୀ, ମୁହଁରେ ଆସିଯିବ ପାଣି

ଆବଶ୍ୟକ ସାମଗ୍ରୀ ୧ ଗ୍ଲାସ ଭିଜାଇ ରଖିଥିବା ଚାଉଳ ୨ଟି କଟା ପିଆଜ, ଗୋଟେ ଟମାଟୋ ଏବଂ ୨ଟି କଞ୍ଚା ଲଙ୍କା କଟା ପରିବା ଯେମିତିକି ଫୁଲକୋବି, ଗାଜର,ମଟର, ପନୀର, ଆଳୁ, ବିନ୍ସ, ସିମଲା ଲଙ୍କା (ନିଜ ପସନ୍ଦ ମୁତାବକ ପରିବା ନେଇପାରିବେ) ୧ ଗିନା ଧନିଆ ପତ୍ର ଏବଂ ପୋଦିନା ଏକ…