Below header
Browsing Tag

patient carry with cote

ମୟୂରଭଞ୍ଜ: ବ୍ଲକରୁ କେବଳ ୫ କି.ମି ଦୂର ଥିବା ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

କରଞ୍ଜିଆ(କେନ୍ୟୁଜ୍):  ସ୍ୱାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏମିତି କିଛି ଅଞ୍ଚଳ ରହିଛି,ଯେଉଁ ଅଞ୍ଚଳ  ବର୍ତ୍ତମାନ  ସୁଦ୍ଧା ଅପହଞ୍ଚ ।  ସାମାନ୍ୟ ବର୍ଷାରେ ଲୋକେ କାଦୁଅ ପଚପଚରେ ବିପଦ ସଙ୍କୁଳ ଅବସ୍ଥାରେ ଗମନାଗମନ କରୁଥିବା ବେଳେ ଲଗାଣ ବର୍ଷାରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ…