ସମ୍ପତ୍ତି ଲୋଭ ସୈତାନ ବନାଇ ଦେଲା ବିକ୍ରମକୁ, ଏକାଥରେ ତିନିଜଣଙ୍କୁ ହତ୍ୟା
ପାଟକୁରା (କେନ୍ୟୁଜ୍) : ପାରିବାରିକ କଳହ ଓ ତିକ୍ତତା ଏତେ ବୀଭତ୍ସ ହୋଇ ପାରେ ତାହା କଳ୍ପନା କରିବା ମୁସ୍କିଲ । ହେଲେ ଏଭଳି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମଧୁସୂଦନପୁର ଗାଁରେ । ପାଞ୍ଚ ପାଞ୍ଚ ଜଣକୁ ଆକ୍ରମଣ କରିଛି ।
ଜମିବାଡ଼ି ଲୋଭ ପିଲାକୁ ଏତେ ତଳକୁ ନେଇ ଗଲା ଯେ…