ଆରମ୍ଭ ହେଲା ଅନ୍ଲାଇନରେ ଯୁକ୍ତ୨ ଖାତା ମୂଲ୍ୟାୟନ, କୋଭିଡ଼-୧୯ ଗାଇଡ୍ ଲାଇନକୁ ଦିଆଯାଇଛି ଗୁରୁତ୍ବ
ଭୁବନେଶ୍ବର: ଆଜିଠାରୁ ଅନ୍ଲାଇନରେ ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍ଲାଇନ୍ରେ ଖାତା…