Below header
Browsing Tag

plus 3 first cut of list

ଆଜି ପ୍ରକାଶ ପାଇବ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ଡିଗ୍ରୀ କଲେଜ ପାଇଁ ପ୍ରଥମ କଟ୍‌ ଅଫ୍ ତାଲିକା

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ଡିଗ୍ରୀ କଲେଜ ପାଇଁ ପ୍ରଥମ କଟ୍‌ ଅଫ୍‌। ଚଳିତ ବର୍ଷ ରାଜ୍ୟ ରେ ଥିବା ୧୦୨୯ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ୨ ଲକ୍ଷ ୨୭ ହଜାର ୩୯୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଆଜି ସକାଳ ୧୧ ଟା ରେ ପ୍ରକାଶ…