Below header
Browsing Tag

pmay

PMAYରେ ଶୀଘ୍ର ଗୃହ ନିର୍ମାଣରେ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର, ୪ ମାସରେ ହିତାଧିକାରୀଙ୍କୁ ଦିଆଯାଉଛି ୨୦ ହଜାର…

କେନ୍ୟୁଜ୍(ବ୍ୟୁରୋ):କାଲିଠୁ PMAY ସମ୍ଭାବ୍ୟ ହିତାଧିକାରୀ ତାଲିକା। ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣରେ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର। ୪ ମାସରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ଦିଆଯାଉଛି ୨୦ ହଜାର। ୬ ମାସରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ଦିଆଯାଉଛି…

କେନ୍ଦ୍ର କହିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ: ବିଜେଡ଼ି ରଖିଲା ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛନ୍ତି । ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବ ଏହି ଚିଠି ଲେଖିଛନ୍ତି ।…