Below header
Browsing Tag

pradipta naik corona

କରୋନାରେ ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଭୁବନେଶ୍ୱର ଏମସ୍‌ରେ ଭେଣ୍ଟିଲେଟରରେ ପ୍ରଦୀପ୍ତ ନାଏକ

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ସେ କରୋନାରେ ସଂକ୍ରମିତ ହେବା ପରେ ଏମସ୍‌ରେ ଭର୍ତ୍ତି ହୋଇଛନ୍ତି । ଗତ ଏପ୍ରିଲ ୧୯ ତାରିଖରେ ସେ କୋଭିଡ ସଂକ୍ରମିତ ହୋଇଥିଲେ । ଏହାର ୫ ଦିନ ପରେ ତାଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ସ୍ଥିର…