Browsing Tag

public interest litigation

ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆନଯିବା ପ୍ରସଙ୍ଗ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କେନ୍ୟୁଜ ବ୍ୟୁରୋ : ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ମାମଲାରେ ଜବାବ ଦାଖଲ କରିବାକୁ ସମୟ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି,…

ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଘଟଗାଁ: ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ। ମାମଲା ରୁଜୁ କଲେ କେଉଁଝର ହରିଚନ୍ଦନପୁରର ପ୍ରତାପ ଚନ୍ଦ୍ର ରାଉତ । ଘଟଗାଁ ରେ ଥିବା ଅନେକ ବ୍ୟବସାୟୀଙ୍କ ଜୀବନ ଜୀବିକା ତାରିଣୀ ମନ୍ଦିର ଖୋଲିବା ଉପରେ ନିର୍ଭର କରୁଛି। ଭକ୍ତମାନେ ମଧ୍ୟ…