Below header
Browsing Tag

quad camera

ଜାନୁୟାରୀ ୯ରେ ଲଞ୍ଚ୍‌ ହେବ Realmeର ୪ କ୍ୟାମେରାଯୁକ୍ତ ଶସ୍ତାଫୋନ୍‌, ଜାଣନ୍ତୁ ଏହାର ଅନ୍ୟ ଫିଚର ସମ୍ପର୍କରେ

ଜାନୁୟାରୀ ୯ ତାରିଖରେ ରିୟଲମି ନିଜ ନୂଆ ସ୍ମାର୍ଟଫୋନ୍‌ Realme 5i ଲଞ୍ଚ୍‌ କରିବାକୁ ଯାଉଛି। ଫ୍ଲିପ୍‌କାର୍ଟ ମାଧ୍ୟମରେ କମ୍ପାନୀ ଫୋନ୍‌କୁ ନେଇ କେତେକ ସୂଚନା ଦେଇଛି। ଏଥିରେ ରିୟଲମିର ଆସିବାକୁ ଥିବା ଫୋନ୍‌ର କ୍ୟାମେରା, ଡିସ୍‌ପ୍ଲେ ପ୍ରୋସେସର ଓ ବ୍ୟାଟେରୀ ବିଷୟରେ ସୂଚନା ଦିଆଯାଇଛି।…