ଦାନ୍ତ ଏବଂ ହାଡକୁ ମଜବୁତ କରାଏ କିସ୍ମିସ୍ ପାଣି ସହିତ ଲେମ୍ବୁ ରସ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା
କିସମିସକୁ ଡ୍ରାଏ ଫ୍ରୁଟସ୍ ଭଳି ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ପାଇଁ କିସମିସ୍ ବହୁତ ଫାଇଦାଯୁକ୍ତ ହୋଇଥାଏ। କିସମିସ୍ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କେବଳ କିସ୍ମିସ୍ ଖାଇବା ନୁହେଁ, ଏହାର ପାଣି ମଧ୍ୟ ଶରୀର ପାଇଁ ଫାଇଦା ଦେଇଥାଏ। କିସ୍ମିସ ପାଣି ସହିତ ଲେମ୍ବୁ ମିଶାଇ…