୩୫ ବର୍ଷ ପରେ ଏକାଠି ହେଲେ ସମସ୍ତ ସହପାଠୀ, ପିଲା ଦିନର ସ୍ମୃତିକୁ ମନେ ପକାଇ ହେଲେ ଭାବବିହ୍ବଳ
ଭଞ୍ଜନଗର: ଏକ ନିଆରା ବନ୍ଧୁତା । ଅତିକ୍ରାନ୍ତ ବୟସରେ ଅତୀତକୁ ମନେ ପକାଉଛନ୍ତି ବନ୍ଧୁମାନେ । ଦୀର୍ଘ ୩୫ ବର୍ଷ ପରେ ନିଜ ନିଜ ପରିବାରକୁ ନେଇ ଏକାଠି ହେଲେ ସମସ୍ତ ସହପାଠୀ । ଗଂଜାମ ଜିଲ୍ଲା ବାଲିପଦର ନିକଟସ୍ଥ ମା’ କଙ୍କଣଦେବୀଙ୍କ ପୀଠରେ ଦେଖିବାକୁ ମିଳିଛି ଏଭଳି ଏକ ବନ୍ଧୁ ମିଳନ…