Browsing Tag

rice totke

ସୋମବାର ଦିନ ଶିବଲିଙ୍ଗରେ ଚଢାନ୍ତୁ ଏକ ମୁଠା ଚାଉଳ, ମିଳିବ ମାନ ସମ୍ମାନ ସହ ସମୃଦ୍ଧି

ଆପଣମାନେ ପୂଜା କରିବା ସମୟରେ ଚାଉଳ କିମ୍ବା ଧାନର ବ୍ୟବହାର କରିଥାନ୍ତି। ପୂଜା ସମୟରେ ଚାଉଳ ଦାନ କରିବା ଅବା ଅକ୍ଷତ ଚଢାଇବାକୁ ଶୁଭ ବୋଲି ଧରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି,ଏହି ଚାଉଳ ଆପଣଙ୍କ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳ ଦାନ କରିବାର…