Below header
Browsing Tag

saba qamar

ମସଜିଦରେ ଡ୍ୟାନ୍ସ କରିବା ସବା କମରଙ୍କୁ ପଡିଲା ମହଙ୍ଗା, କୋର୍ଟ ନେଲେ ଏଭଳି ନିଷ୍ପତ୍ତି

ମସଜିଦରେ ଡ୍ୟାନ୍ସ ଭିଡିଓ ସୁଟ୍‌ କରିବା ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କ ପାଇଁ ମହଙ୍ଗା ପଡିଛି। ସବାଙ୍କ ଉପରେ ଲାହୋରର ଏକ ଐତିହାସିକ ମସଜିଦରେଡ୍ୟାନ୍ସ କରି ତାହାକୁ ଅପବିତ୍ର କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି ମାମଲାରେ ପାକିସ୍ତାନୀ କୋର୍ଟ ସବାଙ୍କୁ ନିର୍ଦ୍ଦୋଷରେ ଖଲାସ…

ମସଜିଦରେ ଭିଡିଓ ସୁଟ୍ କରି ଅଡୁଆରେ ଫସିଗଲେ ସବା କମର, ଅଭିନେତ୍ରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ପାକିସ୍ତାନୀ ଅଭିନେତ୍ରୀ ସବା କମର ଏବେ ଅଡୁଆରେ ଫସିଛନ୍ତି। ଲାହୋରର ଏକ ଐତିହାସିକ ମସଜିଦରେ ଡ୍ଯାନ୍ସ ଭିଡିଓ ସୁଟ୍ କରିବା ଅଭିଯୋଗରେ ଅଭିନେତ୍ରୀ ସବା କମରଙ୍କ ବିରୋଧରେ ପାକିସ୍ତାନର ଏକ ସ୍ଥାନୀୟ ଅଦାଲତ ପକ୍ଷରୁ ଗିରଫ ୱାରେଣ୍ଟି ଜାରି ହୋଇଛି। ଲାହୋର ମାଜିଷ୍ଟ୍ରେଟ ଅଦାଲତ ସବା କମର ଏବଂ…