ସାମସଙ୍ଗ Galaxy M52 5G ସ୍ମାର୍ଟ ଫୋନ୍ ଏହି ଦିନ ଭାରତରେ କରିବ ଏଣ୍ଟ୍ରି, ୬୪ ମେଗା ପିକ୍ସେଲ କ୍ୟାମେରା ସହ ରହିଛି…
ନୂଆଦିଲ୍ଲୀ : ସାଉଥ କୋରିଆ କମ୍ପାନୀ ସାମ୍ସଙ୍ଗ M ସିରିଜର ନୂଆ ସ୍ମାର୍ଟ ଫୋନ୍ ଭାରତରେ ଲଞ୍ଚ କରିବାକୁ ଯାଉଛି । ଖୁବ୍ ଶୀଘ୍ର ଭାରତ ବଜାରରେ Galaxy M52 5G ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି । ସାମସଙ୍ଗ ଏହାର ଲଞ୍ଚିଂ ଡେଟ୍ ମଧ୍ୟ ଘୋଷଣା କରିଛି । ସେପ୍ଟେମ୍ବର ୧୯ରେ ଏହା ଭାରତରେ…