Below header
Browsing Tag

sbi kyc fraud alert

KYC ଠକାମିରୁ ବଞ୍ଚିବା ପାଇଁ ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ, ଟ୍ଵିଟ ଦ୍ୱାରା ଦେଲା ନିର୍ଦ୍ଦେଶ

ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏଥର ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପ୍ଲାନ ବାହାର କରିଛି। ଯାହାଦ୍ୱାରା ଆପଣ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ ନିଜର ସବୁ କାମ କରିପାରିବେ।…

ଭୁଲରେ ବି କ୍ଲିକ୍ କରନ୍ତୁନି SBIର ଏହି ଲିଙ୍କ ଉପରେ, ଜାଣନ୍ତୁ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ଟିପ୍ସ

ପ୍ରାୟ ପ୍ରତିଦିନ କିଛି ନା କିଛି ଅନଲାଇନ ଫ୍ରଡ ହେଉଥିବାର ଆପଣ ମାନେ ଦେଖୁଥିବେ ଓ ଶୁଣୁଥିବେ। କୋଟି କୋଟି ଟଙ୍କାର ଠକେଇ ହେଉଛି ଅନଲାଇନରେ । ଟେକ୍ନୋଲୋଜି ଦିନକୁ ଦିନ ଯେତେ ଆଗଉଛି ଅପରାଧୀମାନେ ଏହା ଜରିଆରେ ଲୁଟିବାର ନୂଆ ନୂଆ ବାଟ ବାହାର କରୁଛନ୍ତି । ସେଥିଲାଗି ବ୍ୟାଙ୍କମାନେ ସେମାନଙ୍କ…