Below header
Browsing Tag

School of Creative Hand

ଭର୍ଚୁଆଲରେ ଆୟୋଜିତ ହେଲା ‘ଅରୁଣୋଦୟ’ ନୃତ୍ୟ ମହୋତ୍ସବ

ସ୍କୁଲ ଅଫ୍‌ କ୍ରିଏଟିଭ୍‌ ହ୍ୟାଣ୍ଡ୍‌ସ (SOCH) ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ ନୃତ୍ୟ ମହୋତ୍ସବ ‘ଅରୁଣୋଦୟ’ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀକୁ ଦୃଷ୍ଟିକୁ ରଖି ପ୍ରିମିୟର୍ ଇନଷ୍ଟିଚ୍ୟୁଟ୍: ସ୍କୁଲ୍ ଅଫ୍ କ୍ରିଏଟିଭ୍ ହ୍ୟାଣ୍ଡସ୍ (SOCH) ତରଫରୁ ପରମ୍ପରାକୁ ବଜାୟ ରଖିବା ପାଇଁ ପୂର୍ବ…