ଓଡିଶା ପୋଲିସର ନୂଆ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା, ଆସନ୍ତାକାଲି ମିଳିବ ନେବେ ଦାୟିତ୍ୱ
ଓଡିଶା ପୋଲିସର ନୂଆ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା। ୧୯୮୬ ବ୍ୟାଚର ବିଜୟ କୁମାର ଶର୍ମା ଏବେ ଅଗ୍ନିଶମ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକି ଅଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ…