Browsing Tag

shakti kafe

ଟ୍ରାନ୍ସଜେଣ୍ଡରଙ୍କ ଶକ୍ତି କାଫେ, ଯେଉଁଠି ଲାଗୁଛି ଲୋକଙ୍କ ଭିଡ

ବାଲେଶ୍ୱର (କେନ୍ୟୁଜ) : ସ୍ୱାଦିଷ୍ଟ ଚା ଦେଉଛନ୍ତି କିନ୍ନର। ନିଜ ଗୋଡରେ ନିଜେ ଛିଡା ହେବାକୁ କିନ୍ନରଙ୍କ ପ୍ରୟାସ। ଆରମ୍ଭ କରିଛନ୍ତି ଶକ୍ତି କାଫେ। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ପ୍ରଥମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣ କିନ୍ନର କାଫେ କରିଛନ୍ତି। ଯାହାର ଶୁଭାରମ୍ଭ…