CRPF ରେ ଭର୍ତ୍ତି ସୁଯୋଗ, ଇଣ୍ଟରଭ୍ୟୁ ଦ୍ୱାରା ହେବ ଚୟନ, ଦରମା ମାସକୁ ୫୫ ହଜାର

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ରେ ଭର୍ତ୍ତି ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ ସିଆରପିଏଫ ଫିଜିଓଥେରାପିଷ୍ଟ ପଦବୀରେ ଭର୍ତ୍ତି କରାଯିବ । ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ଆଧାରରେ ହେବ ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ରେ ଭର୍ତ୍ତି ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ ସିଆରପିଏଫ ଫିଜିଓଥେରାପିଷ୍ଟ ପଦବୀରେ ଭର୍ତ୍ତି କରାଯିବ । ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ଆଧାରରେ ହେବ ।

ପଦବୀ ବିବରଣୀ : ୩

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୭ ଜୁନ୍‌ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ଭାରତୀୟ କିମ୍ବା ବିଦେଶ ବିଶ୍ୱବିଦ୍ୟାଳୟରୁ ଫିଜିଓ ଥେରାପିରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷ ହୋଇଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ଦରମା ୫୫ହଜାର ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଓ୍ଵାକ-ଇନ-ଇଣ୍ଟରଭ୍ୟୁ ଆଧାରରେ ହେବ ।

ଇଣ୍ଟରଭ୍ୟୁ ପାଇଁ ଜରୁରୀ ଡକ୍ୟୁମେଣ୍ଟ ସହିତ ପ୍ରାର୍ଥୀ ୧୭ ଜୁନ୍‌Directorate of Training, East Block No. 10, Level 7, RK Puram, New Delhi, 110066 ଆସିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.