Browsing Tag

crpf

ବଢ଼ିଲା ସେନା ଏବଂ ସିଆରପିଏଫ ସହିଦଙ୍କ ଅନୁକମ୍ପା ରାଶି, ଘୋଷଣା କଲେ ହରିୟାଣା ମୁଖମନ୍ତ୍ରୀ

ହରିୟାଣାର ମୁଖମନ୍ତ୍ରୀ ନାୟବ ସିଂ ସାଇନି ସେନା ଏବଂ ସିଆରପିଏଫରେ ସହିଦ ହୋଇଥିବା ପରିବାରଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପ୍ରଦେଶଙ୍କ ସରକାର ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶିକୁ ବୃଦ୍ଧି କରିଛନ୍ତି । ଏହାସହିତ ହିନ୍ଦୀ ଆନ୍ଦୋଳନ ମାତୃଭାଷାର ସତ୍ୟାଗ୍ରହ କରୁଥିବା ଲୋକଙ୍କ ପେନସନ…

CRPF ରେ ଵମ୍ପର ପଦବୀ ଖାଲି, ମାସକୁ ଦରମା ୭୫,୦୦୦ଟଙ୍କା

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭେଟନାରୀ ପଦବୀ ଖାଲି ପଡିଛି । ଚାକିରି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ୫ମ ଏବଂ ୧୦ମ…

ମଣିପୁରରେ ସିଆରପିଏଫର ଏନକାଉଣ୍ଟର, ୧୧ ସନ୍ଦିଗ୍ଧ ଉଗ୍ରବାଦୀ ନିହତ

ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ । ସୂତ୍ରରୁ ଜଣାପଡ଼ିଛି, ସୋମବାର…

ଜମ୍ମୁ-କାଶ୍ମୀରରେ ବଡ଼ ଦୁର୍ଘଟଣା; ଖାଇକୁ ଖସିଲା ଗାଡ଼ି, ଅନେକ ସିଆର୍‌ପିଏଫ୍‌ ଯବାନ ଆହତ

ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଡ଼ଗାମର ପଖେରପୋରା ଅଞ୍ଚଳରେ ଏକ ଗଭୀର ଖାଇକୁ ଗାଡ଼ିଟି ଓଲଟି ପଡ଼ିଛି । ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଯବାନ ଆହତ ହୋଇଥିବା ସୂଚନା ରହିଛି । ସୂଚନା ମୁତାବକ, ପଖେରପୋରାରେ…

ସିଆରପିଏଫ୍ କ୍ୟାମ୍ପ ଉପରେ ଅଧରାତିରେ ଅଚାନକ ଗୁଳି ବର୍ଷା ସହ ଗ୍ରେନେଡ ମାଡ଼ କଲେ ମାଓବାଦୀ

ମାଲକାନଗିରି : ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀଙ୍କ ଗ୍ରେନେଡ୍ ମାଡ଼ ।  ଗତ ରାତିରେ ଅଚାନକ ଗୁଳି ବର୍ଷା ସହ ଗ୍ରେନେଡ ମାଡ଼ କରିଛନ୍ତି ମାଓବାଦୀ ।  ସୁକମା ଜିଲ୍ଲାର ଜାଗରଗୁଣ୍ଡା ଥାନା ଅଂଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ହମଲା କରିଛନ୍ତି ମାଓବାଦୀ ।  ରକେଟ ଲଂଚରରେ ପ୍ରାୟ ୨୦…

CRPF ରେ ଭର୍ତ୍ତି ସୁଯୋଗ, ଇଣ୍ଟରଭ୍ୟୁ ଦ୍ୱାରା ହେବ ଚୟନ, ଦରମା ମାସକୁ ୫୫ ହଜାର

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ରେ ଭର୍ତ୍ତି ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ ସିଆରପିଏଫ ଫିଜିଓଥେରାପିଷ୍ଟ ପଦବୀରେ ଭର୍ତ୍ତି କରାଯିବ । ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ଆଧାରରେ ହେବ । ପଦବୀ ବିବରଣୀ : ୩ ଜରୁରୀ ତାରିଖ :…

ବିମାନର ଟଏଲେଟ୍‌ରେ ପଶି ବିଡି ପିଉଥିଲେ CRPF ଯବାନ, ଧୂଆଁ ବାହାରିବାରୁ ଯାତ୍ରୀ ଆତଙ୍କିତ

ବିମାନର ଟଏଲେଟ୍‌ ଭିତରେ ପଶି ବିଡି ପିଉଥିବା ଜଣେ ସିଆର୍‌ପିଏଫ୍‌ ଯବାନ ଧରାପଡ଼ିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ଯବାନ ଜଣକ ଟଏଲେଟ୍‌ରେ ପଶି ବିଡି ପିଇବା ଆରମ୍ଭ କରିଥିଲେ।…

CRPF Recruitment 2023: ସିଆର୍‌ପିଏଫ୍‌ ରେ ହେଡ କନେଷ୍ଟବଳ, ଏଏସଆଇ ପଦ ପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ, ଶେଷ…

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (Central Reserve Police Force, CRPF) ବା ସିଆରପିଏଫ୍‌ ରେ ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ASI (ଷ୍ଟେନୋ) ଓ ହେଡ୍‌ କନେଷ୍ଟବଳ ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥିରେ ୧୪୫୮ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ହେଡ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ, ଉଦ୍ଧାର କରି ଡିଫ୍ୟୁଜ୍ ବେଳେ ବ୍ଳାଷ୍ଟ ହୋଇ…

ମାଲକାନଗିରି(କେନ୍ୟୁଜ୍):  ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ଅଫିସର ଗୁରୁତର। ମିଳିଥିବା ସୂଚନା ମୁତେବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇଁନ ଉଦ୍ଧାର କରି ଡ଼ିଫୟୁଜ କଲାବେଳେ ଜଣେ CRPF ଅଧିକାରୀ…

ସିଆରପିଏଫର ଜଣେ ଅଫିସର କରୋନା ସଂକ୍ରମିତ ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଲେ ଡିଜି ଏପି ମାହେଶ୍ୱରୀ

କେନ୍ଦ୍ରୀୟ ପୋଲିସ ବଳ (CRPF)ର ଜଣେ ଚିଫ ମେଡିକାଲ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ୨ ଦିନ ପରେ CRPFର ମହାନିର୍ଦ୍ଦେଶକ ଏ ପି ମାହେଶ୍ୱରୀ ନିଜକୁ ନିଜେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେ ନିଜ ଘରେ ହିଁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। A…

କନ୍ଧମାଳରେ ମାଓ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯିବା ସହ ଆଡ୍ଡାକୁ ଧ୍ୱଂସ କରାଯିବ : କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି…

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି ଡକ୍ଟର ଏସ୍‌ପି ମହେଶ୍ୱରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ । ପ୍ରଥମେ ହେଲିକପ୍ଟର ଯୋଗେ ବେଲଘର ସ୍ଥିତ ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଜି.କୁମାର ତାଙ୍କୁ ସ୍ୱାଗତ…

ଭାରତୀୟ ସେନାଙ୍କ ମଧ୍ୟରେ ରହିଛି ଫାଟ, ପାକିସ୍ତାନ ସାମ୍ବାଦିକଙ୍କ ଦାବିକୁ ସିଆରପିଏଫ୍‌ କଲା ଅସ୍ୱୀକାର

ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ଭିତରେ ଫାଟଥିବା ପ୍ରଚାରକୁ ଖଣ୍ଡନ କରିଛି ସିଆରପିଏଫ୍‌ । ଘାଟିରେ ମୁତୟନ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ପରସ୍ପରକୁ ସହଯୋଗ ଏବଂ ଗୋଟିଏ ମନ ନେଇ କାର୍ଯ୍ୟ କରୁଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି । କାଶ୍ମୀରର ମୁସଲିମ ପୋଲିସ…