ପୋଲିସକୁ ଟାର୍ଗେଟ୍‌ ପାଇଁ ମାଓବାଦୀଙ୍କ ନୂଆ ଫଣ୍ଡା, ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା

ମାଲକାନଗିରି : ପୋଲିସକୁ ଆକ୍ରମଣ ପାଇଁ ମାଓବାଦୀଙ୍କ ନୂଆ ପଣ୍ଡା । ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା । ସିଆରପିଏଫ୍‌ କ୍ୟାମ୍ପ ନିକଟରେ ଜମିରେ ଚଢେଇ ଘଉଡାଇବା ପାଇଁ ଲଗାଯାଉଥିବା ପାଳଭୂତରେ ବୋମା ଖଞ୍ଜୁଛନ୍ତି ମାଓବାଦୀ । ପୋଲିସ ଓ ସିଆରପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରି ଏହି ବୋମା ଖଞ୍ଜାଯାଉଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡାରେ ସିଆରପିଏଫ୍‌ ଯବାନମାନେ ମାଓବାଦୀଙ୍କ ଏପରି ଯୋଜନାକୁ ପଣ୍ଡ କରିଛନ୍ତି । ଏହି ସବୁ ବୋମାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ସିଆରପିଏଫ୍‌ ଯବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.