Below header
Browsing Tag

shramik special trains

ଲକଡାଉନରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଲେଣି ୩୭ ଶିଶୁ, ପୂର୍ବତଟ ରେଳପଥ ଦେଲେ ୫୦୦୦ ଟଙ୍କା ଲେଖାଏଁ ଉପହାର

ଲକଡାଉନ ଭିତରେ ଦେଶରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ୩୭ ଜଣ ଶିଶୁ ଜନ୍ମ ନେଇଛନ୍ତି। ଗତ ଜୁନ ୫ ତାରିଖ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୩୬ ଜଣ ଶିଶୁ ଜନ୍ମ ନେଇଥିବାବେଳେ ଆଜି ଓଡିଶାରେ…