Browsing Tag

sikkim earth quake

ସିକ୍କିମ୍‌ରେ ଭୂମିକମ୍ପ; ବିହାର, ପଶ୍ଚିମବଙ୍ଗରେ ଅନୁଭୂତ ହେଲା ଝଟ୍‌କା

ସିକ୍କିମରେ ଶୁକ୍ରବାର ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା । ସକାଳ ୬ଟା ୫୭ ମିନିଟ୍‌ରେ ମୃଦୁ ଭୂମିକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମରେ ଥିବାବେଳେ ବିହାରରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଥିଲା ।…

ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌, ରେକ୍ଟର ସ୍କେଲରେ ତ୍ରୀବତା ୪.୦

ସିକ୍କିମ: ସିକ୍କିମରେ ଭୂକମ୍ପ। ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌ ହୋଇଛି। ରେକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୪ ଦଶମିକ ୦। ଏହି ଭୂକମ୍ପ ସିକିମର ୟୁକସୋମ ନିକଟରେ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି। ଏନସିଏସ୍ ଅନୁଯାୟୀ, ଶୁକ୍ରବାର…