Browsing Tag

singer hair caught fire on stage

ଷ୍ଟେଜରେ ଆତସବାଜି ଯୋଗୁଁ ଗାୟକଙ୍କ ଚୁଟିରେ ଲାଗିଲା ନିଆଁ, କିନ୍ତୁ ଅଣଦେଖା କରି ଗାଈ ଚାଲିଥିଲେ ଗୀତ ଆଉ ତାପରେ……

ଷ୍ଟେଜରେ ପରଫରମାନ୍ସ ସମୟରେ ଆତସବାଜି ହେବାର ଆପଣ ଅନେକଥର ଦେଖିଥିବେ କିନ୍ତୁ ଆମେରିକାରେ ଏକ ଏପରି ଘଟଣା ଘଟିଛି ଯାହାର ଭିଡିଓ ଦେଖିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଆମେରିକାର ଲୋଆରେ ଏକ ଷ୍ଟେଜ ଶୋ ଚାଲିଥିବା ବେଳେ ସେଥିରେ ଆତସବାଜି କରାଯାଉଥିଲା । ତେବେ ସେହି…