Below header
Browsing Tag

so many aadhaar cards found

ଅନୁଗୁଳ କଣ୍ଟେଇକୁଳିଆ ଜଙ୍ଗଲ ରାସ୍ତା କଡରେ ଗଦା ଗଦା ଆଧାର କାର୍ଡ଼, ପୋଷ୍ଟ ଅଫିସରୁ ଏ ସବୁକୁ ଆଣିଲା କିଏ ?

ଅନୁଗୁଳ : ରାସ୍ତାରେ ପଡିଛି ଗଦା ଗଦା ଆଧାର କାର୍ଡ଼ । ଖାଲି ଆଧାର କାର୍ଡ ନୁହେଁ ଏହାସହିତ ପଡିଛି ବ୍ୟାଙ୍କ ଏଟିଏମ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଅନୁଗୁଳ ଜିଲା କିଶୋରନଗର ବ୍ଲକ କଣ୍ଟେଇକୁଳିଆ ଜଙ୍ଗଲ ରାସ୍ତା କଡରେ ଏ ସବୁକୁ କେହି ଫିଙ୍ଗି ଦେଇଚାଲି ଯାଇଥିବା କୁହାଯାଉଛି । ଏସବୁ…