Below header
Browsing Tag

sourabh ganguly

ଫିଲ୍ମ ‘ମୈଦାନ’ର ପ୍ରଶଂସା କରିଲେ ସୌରଭ ଗାଙ୍ଗୁଲି, କହିଲେ ଥରେ ନିଶ୍ଚୟ ଦେଖନ୍ତୁ…

ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ତଥା ଭେଟେରାନ ଖେଳାଳି ସୌରଭ ଗାଙ୍ଗୁଲି ଅଜୟ ଦେବଗନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 'ମୈଦାନ' ଦେଖିବା ପରେ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ସେୟାର କରିଛନ୍ତି । ଫେମସ ଫୁଟବଲ କୋଚ ସେୟଦ ଅବଦୁଲ ରହୀମଙ୍କ ବାୟୋପିକକୁ ସୌରଭ ଗାଙ୍ଗୁଲି ବହୁତ ପସନ୍ଦ କରିଛନ୍ତି…

ଧୋନିଙ୍କ ପାଇଁ ଆୟୋଜିତ ହେବ ବିଦାୟୀ ମ୍ୟାଚ: ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବରିଷ୍ଠ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଏହା ପରେ ଧୋନିଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଏକ ବିଦାୟୀ ମ୍ୟାଚ ଆୟୋଜନ କରିବା ନେଇ ଦାବି କରି ଆସୁଥିଲେ । ବିସିସିଆଇ ତରଫରୁ…

ଧୋନିଙ୍କ ଭବିଷ୍ୟତ ଉପରେ ସୌରଭ ଗାଙ୍ଗୁଲି ଦେଲେ ଏପରି ବୟାନ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଧୋନିଙ୍କ ଭବିଷ୍ୟତ ଯୋଜନା ନେଇ ଶନିବାର ବୟାନ ଦେଇଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସୌରଭ କହିଛନ୍ତି କି ମେହେନ୍ଦ୍ର ସିଂ ଧୋନି ନିଜ ଭବିଷ୍ୟତ ଯୋଜନା ନେଇ କ୍ୟାପଟେନ କୋହଲି ଓ ଚୟନକର୍ତ୍ତାଙ୍କ ସହ ନିଶ୍ଚିତ ରୂପେ କଥା ହୋଇଥିବେ । ଏହା…