Browsing Tag

stevia benefits

ଆପଣ ମଧୁମେହ ରୋଗୀ କି ? ତେବେ ଚା’ରେ ଚିନି ବଦଳରେ ବ୍ୟବହାର କରନ୍ତୁ ଷ୍ଟିଭିଆ

ଷ୍ଟିଭିଆ ଏକ ଆୟୁର୍ବେଦ ଔଷଧ ଏହାର ସ୍ଵାଦ ଚିନି ପରି ମିଠା ଲାଗିଥାଏ । ଏହାକୁ ମିଠା ତୁଳସୀ ମଧ୍ୟ କୁହାଯାଏ । ଏହି ପତ୍ର ଦେଖିବାକୁ ଅବିକଳ ତୁଳସୀ ପତ୍ର ପରି। ଏହାର ଗଛକୁ ଆପଣ ଘର ପାଖେ ମଧ୍ୟ ଲଗାଇ ପାରିବେ। ଏହି ଆୟୁର୍ବେଦ ଓୌଷଧ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଅଧିକ…