Browsing Tag

student clash

ଢେଙ୍କାନାଳ ସରାଙ୍ଗ IGIT ରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଛାତ୍ର ଆହତ

ଢେଙ୍କାନାଳ: ଢେଙ୍କାନାଳ ସରାଙ୍ଗ IGIT ରେ ଉତ୍ତେଜନା। ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ବଟେକର ୨ୟ ଓ ୩ୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ ବଚସା…