Below header
Browsing Tag

Students thrash teacher

ଛାତ୍ରଙ୍କୁ ଶାସନ କରିବାକୁ ଯାଇ ଭୟଙ୍କର ଛେଚା ଖାଇଲେ ସାର୍‌

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଛାତ୍ରଙ୍କୁ ଶାସନ କରିବାକୁ ଯାଇ ଅଡ଼ୁଆରେ ପଡ଼ିଛନ୍ତି ଅଧ୍ୟାପକ। ସମ୍ପୃକ୍ତ ଛାତ୍ର ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସାର୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆହ୍ଲାବାଦର…