Below header
Browsing Tag

sudeep chaudury

ଅପହୃତ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ ବଖାଣିଲେ ଜଳ ଦସ୍ୟୁଙ୍କ କବଳରେ ୭୦ ଦିନର ନିର୍ଯାତନାର କାହାଣୀ

ନାଇଜେରିଆରୁ ଅପହୃତ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ ମୁମ୍ବାଇ ଫେରିବା ପରେ ଜଳ ଦସ୍ୟୁଙ୍କ କବଳରେ କିପରି କଟିଥିଲା ଦିନ ତାହା ବଖାଣିଛନ୍ତି । ଅପହରଣକାରୀଙ୍କ କବଳରେ ଥିବା ବେଳେ ଭୀଷଣ ଭାବେ ଅସୁସ୍ଥ ହୋଇପଡ଼ିଥିଲେ ସୁଦୀପ । ଏହି ଲୋମହର୍ଷଣକାରୀ ସମୟକୁ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।…

ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ

ନାଇଜେରିଆ(କେନ୍ୟୁଜ୍) : ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ। ତାଙ୍କ ସହ ଅନ୍ୟ ୪ ଜଣ ବି ଅପହର୍ତ୍ତାଙ୍କ କବଳରୁ ମୁକ୍ତି ପାଇଛନ୍ତି। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଭ ମାଣ୍ଡଭ୍ୟା। କେନ୍ଦ୍ର ଜାହାଜ ଚଳାଚଳ…