Below header
Browsing Tag

surveillance

ଠେଲା ଓ ଗୁପଚୁପ୍ ଦୋକାନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ୧୦ ଆଇଏଏସ ଓ ଆଇପିଏସ ଅଫିସର ରଖିଛନ୍ତି କଡା ନଜର

କେନ୍ୟୁଜ(ବ୍ୟୁରୋ):  କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ ଆଇଏଏସ ଓ ଆଇପିଏସ ଅଫିସର ଅଚାନକ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଅଫିସରମାନେ ଯେଉଁଠିକୁ ଯାଉଛନ୍ତି ଡ୍ରୋନ ସାହାଯ୍ୟରେ ସେଠାକାର ଚିତ୍ର ଉତ୍ତୋଳନ କରୁଛନ୍ତି। ଚିତ୍ରରେ ଠେଲା ଦୋକାନ ଆଗରେ କିଏ ଗୁପଚୁପ ଖାଉଛନ୍ତି ତ ଆଉ କିଏ…