T- ସେପଡ୍ ଡୁଆଲ ସ୍କ୍ରିନ ସହିତ ଲଞ୍ଚ ହେଲା LG Wing, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ
LG ପକ୍ଷରୁ ଅନଲାଇନ ଇଭେଣ୍ଟ ମାଧ୍ୟମରେ ଏକ ଭିନ୍ନ ପ୍ରକାରର ସ୍ମାର୍ଟଫୋନ LG wing କୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ T- ସେପଡ୍ ଭଳି। ଏଥିରେ ଗୋଟେ ନୁହେଁ ଦୁଇଟି ସ୍କ୍ରିନ ରହିଛି। ଫ୍ଲୋଡେବଲ ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ ମାର୍କେଟରେ ରହିଛି କିନ୍ତୁ ଏହିT- ସେପଡ୍ ର ଏହା ପ୍ରଥମ…