Browsing Tag

Three Injured In Accidents

ସିରିଜ କାର ଦୁର୍ଘଟଣାରେ ୩ ଗୁରୁତର, କାରରୁ ଜବତ ହେଲା ବ୍ରାଉନସୁଗର

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ଯନଗରରେ କାର ମାଡି ବସିଲେ ଲୋକେ । ଦୁର୍ଘଟଣା ଘଟାଇଥିବା କାରରୁ ଜବତ ହେଲା ବ୍ରାଉନସୁଗର ।  ଭୁବନେଶ୍ୱର ସୂର୍ଯ୍ୟନଗରରେ କାରଟିକୁ ସ୍ଥାନୀୟ ଲୋକ ମାଡ଼ି ବସିଥିଲେ । କାର ଭିତରୁ ବ୍ରାଉସୁଗର ଜବତ କରାଯାଇଛି । ବ୍ରାଉନସୁଗର…