Browsing Tag

turkish airlines

ପ୍ଲାଷ୍ଟିକ୍‌ ଜରିରେ ବାନ୍ଧି ବ୍ୟକ୍ତିଙ୍କୁ ଚାଲାଣ କଲା ତୁର୍କୀ ଏୟାରଲାଇନ୍ସ, ଦେଖନ୍ତୁ ହୃଦୟଥରା ଭିଡିଓ

ତୁର୍କୀ ଏୟାରଲାଇନ୍ସର ଏକ ହୃଦୟଥରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ନକଲି ପାସପୋର୍ଟ ରଖିବା ଅଭିଯୋଗରେ ଏୟାରଲାଇନ୍ସ ଷ୍ଟିକରରେ ବାନ୍ଧି କାମେରୁନ୍‌ ପଠାଉଥିବା ଜଣାଯାଉଛି। ଭିଡିଓରେ ବ୍ୟକ୍ତି ଜଣକ ଚିତ୍କାର କରି କହୁଛନ୍ତି ଯେ ଏମାନେ…