Browsing Tag

tv host

ଏହି ଟିଭି ଉପସ୍ଥାପକ ୧୦ ବର୍ଷ ହେବ ଧୋଇନାହାନ୍ତି ହାତ! ଜାଣନ୍ତୁ କାରଣ

ଆମେରିକାର ଜଣେ ଟିଭି ହୋଷ୍ଟ୍‍ ଅନ୍ ଏୟାର୍ କହିଛନ୍ତି, ସେ ୧୦ ବର୍ଷ ହେବ ନିଜ ହାତ ଧୋଇ ନାହାନ୍ତି। କାହିଁକି ନା, ତାଙ୍କ ମତରେ ଜୀବାଣୁ ବୋଲି କିଛି ଜିନିଷ ବାସ୍ତବରେ ନ ଥାଏ। ହୋଷ୍ଟ୍‍ ଜଣକ କୁହନ୍ତି, ସେ ଜୀବାଣୁମାନଙ୍କୁ ଦେଖିପାରନ୍ତି ନାହିଁ, ତେଣୁ ସେ ଏ ସବୁକୁ ବିଶ୍ୱାସ କରନ୍ତିନି।…