TVS Apache RTR 310 ଲଞ୍ଚ, ସେଗମେଣ୍ଟରେ ପ୍ରଥମ ଥର ପାଇଁ ଉପଲବ୍ଧ ହେବ ଡ୍ରାଗ୍ ଟର୍କ କଣ୍ଟ୍ରୋଲ୍
TVS ମୋଟର କମ୍ପାନୀ ଭାରତରେ ନିଜର ନୂଆ ପାୱାରଫୁଲ୍ ଏବଂ ଷ୍ଟାଇଲିସ୍ ସ୍ପୋର୍ଟସ୍ ବାଇକ Apache RTR 310କୁ ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ପ୍ରାଇସ୍ ୨.୪୦ ଲକ୍ଷ ଟଙ୍କା । ଏହି ବାଇକଟି କେବଳ ମୂଲ୍ୟରେ ନୁହେଁ ବରଂ ପରଫରାନ୍ସ, ଟେକ୍ନୋଲୋଜି ଏବଂ ଡିଜାଇନ୍ ଦୃଷ୍ଟିରୁ ମଧ୍ୟ…