Below header
Browsing Tag

Vistara

ଆଜିଠାରୁ ଭିସ୍ତାର ଏବଂ ଗୋ-ଏୟାର ର ମନସୁନ୍ ଅଫର, ଶସ୍ତାରେ କରିପାରିବେ ବିମାନ ଯାତ୍ରା

ଦେଶର ଦୁଇଟି ପ୍ରମୁଖ ବିମାନ କମ୍ପାନି ଆଜିଠାରୁ ମନସୁନ ସେଲ ଆରମ୍ଭ କରିଛନ୍ତି। ଯେଉଁଠାରେ ଭିସ୍ତାରର ସେଲ ୪୮ ଘଣ୍ଟା ହେବ, ସେହିଠାରେ ଗୋ-ଏୟାର ଛଅ ଦିନ ପର୍ଯ୍ୟନ୍ତ ନିଜର ସେଲ ଜାରି ରଖିବ। ଗୋ-ଏୟାର ର ସେଲ ଆଜିଠାରୁ ଆରମ୍ଭ ହୋଇ ୨୩ ଜୁନ ପର୍ଯ୍ୟନ୍ତ ଜାରି ରହିବ। ଯାତ୍ରୀମାନେ ବୁକ୍ ହୋଇଥିବା…