Below header
Browsing Tag

wastage of food

ଖାଦ୍ୟ ନଷ୍ଟ ଏକ ଅଭିଶାପ ନୁହେଁ ତ କଣ ? ଭାରତରେ ପ୍ରତି ବ୍ୟକ୍ତି ୫୦ କିଲୋ ଖାଇବା ଫିଙ୍ଗି ଦିଏ

ବୋଧହୁଏ ବିଶ୍ୱର ଏମିତି କୌଣସି ଦେଶ ନଥିବ ଯେଉଁଠି ଲୋକେ ଭୋକରେ ମରୁ ନାହାନ୍ତି । କେଉଁଠି କମ୍‌ ଆଉ କେଉଁଠି ବେଶି । ତେବେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଭୋକର ଭୂଗୋଳ ସମ୍ପୂର୍ଣ୍ଣ ଅଲଗା । ବିଜ୍ଞାନର ବିକାଶରେ ଅନେକ ଦେଶରେ ଭୋକରେ ମୃତ୍ୟୁ ଘଟଣା କମିଥିଲେ ମଧ୍ୟ ଗରିବ ଦେଶରେ ଲୋକେ ଯେ ଦୁଇ ଓଳି…