୭୬ ଦିନ ପରେ ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର, ପ୍ରଥମ ଅନ୍ତର୍ଜାତୀୟ ବିମାନ ଅବତରଣ…
ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର । ୭୬ ଦିନ ପରେ ସେଠାରୁ ଉଠିଛି ଲକ୍ଡାଉନ୍ । ଲକ୍ଡାଉନ୍ ଉଠିବା ପରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଲୋକେ ରାସ୍ତାରେ ଯାଆସ ଆରମ୍ଭ କରିଛନ୍ତି । ୭୬ ଦିନ ପରେ ଉହାନରେ ଅବତରଣ କରିଛି ପ୍ରଥମ ଅନ୍ତର୍ଜାତୀୟ ବିମାନ ।…