Below header
Browsing Tag

wild bour

କେନ୍ଦୁଝର: ମହୁଲ ଗୋଟାଇବାକୁ ଯାଇଥିବା ବେଳେ ବାରହା ଆକ୍ରମଣ, ୫ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ୪ ଜଣ ଗୁରୁତର । ଆଜି ପୂର୍ବାହ୍ନ  ୧୧.୩୦ ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଣ୍ଡପଶି ଗ୍ରାମରେ ଘଟିଛି ଏହି ଅଘଟଣ । ମହୁଲ ଗୋଟାଉଥିବା ବେଳେ ହଠାତ ଏକ ଜଙ୍ଗଲୀ ବାରହା…